ଆଶାରାମ ବାପୁଙ୍କ ମାମଲାରେ କାଲି ରାୟ ଶୁଣାଇବେ କୋର୍ଟ
24/04/2018 at 9:20 AM

୫ବର୍ଷ ତଳେ ଜଣେ ୧୬ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଜୋଧପୁର ଜେଲରେ ଥିବା ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କ ମାମଲାରେ କାଲି ରାୟ ଶୁଣାଇବେ କୋର୍ଟ। ରାୟ ଶୁଣଣି ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଆଶାରାମ ତାଙ୍କର ଅନୁଗାମୀମାନଙ୍କୁ ଯୋଧପୁରକୁ ଆସିବାକୁ ମନା କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ସେ ଆହ୍ବାନ ଦେଇଛନ୍ତି।ଏବେ ରାଜସ୍ଥାନ ଯୋଧପୁରର ସେଣ୍ଟ୍ରାଲରେ କଏଦିଭାବେ ଅଛନ୍ତି ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁ। ଜେଲରେ ଆଶାରାମ ବାପୁଙ୍କ କଡା ସୁରକ୍ଷା ବଳୟରେ ରଖାଯାଇଛି।
ପୁରା ସୁରକ୍ଷା ବଳୟରେ କଏଦୀଭାବେ ରହିଛନ୍ତି ଆଶାରାମ ବାପୁ।