ଆର୍ଯ୍ୟନଙ୍କ ଜାମିନକୁ ଏନସିବିର ବିରୋଧ: ବମ୍ବେ ହାଇକୋର୍ଟରେ ଦାୟର କଲା ୩୮ ପୃଷ୍ଠାର ଆଫିଡେଭିଟ୍

Published By : Prameya-News7 Bureau | October 26, 2021 IST

ମୁମ୍ବାଇ ୨୬/୧୦ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନରେ ବମ୍ବେ ହାଇକୋର୍ଟଙ୍କ ଶୁଣାଣି ଜାରି ରହିଛି। ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରି ଏନସିବି କହିଛି ଯେ ଏହାଦ୍ୱାରା ମାମଲାର ଯାଞ୍ଚ ପ୍ରଭାବିତ ହୋଇପାରେ। ଏନସିବି ୩୮ ପୃଷ୍ଠା ବିଶିଷ୍ଟ ପ୍ରମାଣପତ୍ର ଦାଏର କରିଛି। ମାମଲାରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରହତୋଗି ପ୍ରସ୍ତାବ ଦେଇଛନ୍ତି। ବମ୍ବେ ହାଇକୋର୍ଟରେ ଜଷ୍ଟିସ ସାମ୍ବରେଙ୍କ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି।

କୋର୍ଟରେ ଶୁଣାଣି ବେଳେ ଆର୍ଯ୍ୟନ ଖାନଙ୍କ ଓକିଲ ପ୍ରଭାକର ପ୍ରଭାକର ସେଲଙ୍କ ଆଫିଡେଭିଟରୁ ​​ନିଜକୁ ଦୂରେଇ ରଖିଛନ୍ତି। ଆର୍ଯ୍ୟନଙ୍କ ତରଫରୁ କୁହାଯାଇଛି ଯେ ପ୍ରଭାକର ସେଲଙ୍କ ଆଫିଡେଭିଟ ସହ ତାଙ୍କର କୌଣସି ଲେନା-ଦେନା ନାହିଁ। ହାଇକୋର୍ଟରେ ପ୍ରଭାକର ସେଲର ଅଭିଯୋଗ ସମ୍ପର୍କରେ ଏନସିବି କହିଛି ଯେ ମାମଲା ଯେତେବେଳେ କୋର୍ଟରେ ଅଛି ସେତେବେଳେ ଅନ୍ୟତ୍ର ଅଭିଯୋଗ କରିବା ମାମଲାକୁ ଖଣ୍ଡନ କରିବା କିମ୍ବା ବଦଳାଇବା ଭଳି। ଏନସିବି କହିଛି ଯେ, ଆଫିଡେଭିଟ୍‌ରେ ଯେଉଁ ପୂଜା ଡଡଲାନିଙ୍କ ନାଁ ଆସିଛି ସେ ଜଣେ ପ୍ରଭାବଶାଳୀ ମହିଳା। ଏଭଳି ପରିସ୍ଥିତିରେ ଯାଞ୍ଚ ପ୍ରଭାବିତ ହେବାର ପୁରା ସମ୍ଭାବନା ରହିଛି।

wp:embed {"url":"https://twitter.com/ANI/status/1452918963139067917?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1452918963139067917%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fnews%2Findia%2Fbombay-high-court-hearing-live-aryan-khan-bail-plea-in-drugs-case-today-1987550","type":"rich","providerNameSlug":"twitter","responsive":true}
https://twitter.com/ANI/status/1452918963139067917?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1452918963139067917%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fbombay-high-court-hearing-live-aryan-khan-bail-plea-in-drugs-case-today-1987550
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.