ପ୍ରଶ୍ନପତ୍ର ଲିକ୍‌: ଆର୍ମି ଜିଡି ପରୀକ୍ଷା ବାତିଲ

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ୨୮/୨: ସର୍ବ ଭାରତୀୟ ସ୍ତରରେ ହେବାକୁ ଥିବା ଆର୍ମି ଜିଡି ପରୀକ୍ଷା ବାତିଲ। ପ୍ରଶ୍ନପତ୍ର ଲିକ୍‌  ଯୋଗୁଁ  ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ରବିବାର ଆଫିସିଆଲି ସୂଚନା ଦିଆଯାଇଛି। ଏହି ସୂଚନାରେ ଆଉମଧ୍ୟ କୁହାଯାଇଛି କି , ଏହି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପୁନେରୁ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣା ବିଷୟରେ ଆଗକୁ ତଦନ୍ତ ଜାରି ରହିଥିବା ପିଟିଆଇ ପକ୍ଷରୁ ସୂଚନା  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.