ଅଜୟଙ୍କ ‘Singham Again’ରେ ସାମିଲ ହେବେ ଅର୍ଜୁନ କପୁର ! ଏହି ଭୂମିକାରେ ଆସିବେ ନଜର

ମୁମ୍ଵାଇ ୧୫।୦୯: ବଲିଉଡ୍‌ର ଜଣାଶୁଣା ଅଭିନେତା ଅର୍ଜୁନ କପୁର। ତାଙ୍କୁ ଶେଷ ଥର ପାଇଁ ‘ଏକ ଥା ଭିଲେନ୍ ରିଟର୍ନସ୍’ରେ ଦେଖିବାକୁ ମିଳିଥିଲା। ଏବେ ଅଭିନେତାଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ରିପୋର୍ଟରେ କୁହାଯାଇଛି ଯେ ଅର୍ଜୁନ କପୁର ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍‌ ଅଗେନ’ ରେ ଦେଖିବାକୁ ମିଳିବେ। ହେଲେ ନିର୍ମାତା ଏପର୍ଯ୍ୟନ୍ତ ଏହାକୁ ପ୍ରକାଶ କରିନାହାଁନ୍ତି।  କିନ୍ତୁ ଖବର ଆସୁଛି ଯେ ଅର୍ଜୁନଙ୍କୁ ଫିଲ୍ମରେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ। … Continue reading ଅଜୟଙ୍କ ‘Singham Again’ରେ ସାମିଲ ହେବେ ଅର୍ଜୁନ କପୁର ! ଏହି ଭୂମିକାରେ ଆସିବେ ନଜର