ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଆପଣଙ୍କୁ ପରିସ୍ରା ଲାଗୁଛି କି ? ତା’ହେଲେ ଜମା କରନ୍ତୁନି ଏହି ସବୁ କାମ, ପଡି ପାରନ୍ତି ଅସୁବିଧାରେ …..

17/12/2018 at 8:55 PM

ଯଦି ଆପଣଙ୍କୁ ପରିସ୍ରାଲାଗୁଛି ତାହେଲେ ଏଭଳି କିଛି ଭୁଲ କରନ୍ତୁ ନାହଁ । ଯାହା ଆପଣଙ୍କୁ ବବିଷ୍ୟତରେ ଅସୁବିଧାରେ ପକାଇପାରେ। ପରିସ୍ରା କଲାବେଳେ କିନ୍ତୁ କେତୋଟି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ।ଯଦି ଏହିସବୁ କଥା ପ୍ରତିଧ୍ୟାନ ଦେଉନାହାଁନ୍ତି, ତାହେଲେ ଆପଣ ବି ଭୋଗିପାରନ୍ତି ଏହି ସବୁ ରୋଗ ।

ଜାଣନ୍ତୁ କଣ କରିବାଦରକାର ।

ପରିସ୍ରା ଲାଗୁଛି ଯଦିବେଶୀ ସମୟ ଯାଏଁ ଅପେକ୍ଷା କରନ୍ତୁ ନାହଁ, ଜଲଦି କେଉଁଠି ନା କେଉଁଠି ପାସ୍ କରିଦିଅନ୍ତୁ। ନହେଲେଏହା ଆପଣଙ୍କ ପାଇଁ ହୋଇପାରେ  ହାନିକାରକ । ଯଦି ଆପଣଠିକ ସମୟରେ ପରିସ୍ରା କରୁନାହାଁନ୍ତି, ତା ହେଲେ କିଡ଼ିନ୍ ସଂକ୍ରମିତ ହୋଇପାରେ । ଆପଣ ବି କିଡ଼ିନ ସଂବନ୍ଧୀୟବିଭିନ୍ନ ରୋଗରେ ପଡ଼ିପାରନ୍ତି ।

ତେବେ ପରିସ୍ରା ଯିବାବେଳେଟୟେଲଟ ସଫା ଅଛିକି ନାହଁ ଦେଖିକି ଯାଆନ୍ତୁ । ଯଦି ଅପରିଷ୍କାର ଟୟେଲଟରେ ପରିସ୍ରା ଯାଉଛନ୍ତି- ଇନଫେକସନହୋଇଯିବାର ଆଶଂକା ଅଛି ।

ଅଧିକାଂଶ ଲୋକ ସର୍ବସାଧାରଣ ଜାଗାରେ ଥିବା ଟୟେଲଟରେ  ପରିସ୍ରା କରିଥାନ୍ତି । ହେଲେ ବିଶେଷଭାବେ ଧ୍ୟାନଦେବା ଦରକାରଯାହାର ଇନଫେକସନ ଆଗରୁ ଅଛି ପରିସ୍ଥିତି ଆହୁରି ଗମ୍ଭୀର ହୋଇଯିବ । କିମ୍ଵା ଇନଫେକସନ ଶ୍ରୀଘ୍ର ହେବାରଆଶଂକା ଅଛି ।

ପରିସ୍ରା କଲାବେଳେ ଯଦିଦୁର୍ଗନ୍ଧ ବାହାରୁଛି ତା ହେଲେ ଅଣଦେଖା କରନ୍ତୁ ନାହଁ, ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ ।

   Related Posts