scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅର୍ଚ୍ଚନା ନାଗ ମାମଲା: ED କାର୍ଯ୍ୟାଳୟରେ ପୁଣି ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର  

28/11/2022 at 5:31 PM

ଭୁବନେଶ୍ୱର ୨୮/୧୧: ଇଡି କାର୍ଯ୍ୟାଳୟରେ ପୁଣି ହାଜର ହେଲେ ବ୍ଲାକ୍‌ ମେଲର୍‌ ଅର୍ଚ୍ଚନାଙ୍କ ଗାଡ଼ି ଚାଳକ। ଗାଡ଼ି ଚାଳକ ଚନ୍ଦନଙ୍କୁ  ଇଡି ଅଧିକାରୀମାନେ ଆଉଥରେ କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରୁଛନ୍ତି। ଅର୍ଚ୍ଚନାଙ୍କର ଆଉ କାହା ସହିତ ସମ୍ପୃକ୍ତି ରହିଛି ଓ ସେ ଅନ୍ୟ କେଉଁଠୁ ଟଙ୍କା ଦେଣ ନେଣ କରିଛନ୍ତି ସେନେଇ ଇଡି ଅଧିକାରୀମାନେ ତାଙ୍କୁ ପଚରା ଉଚୁରା କରିପାରନ୍ତି ବୋଲି କୁହାଯାଇଛି। ସୂଚନା ଥାଉକି, ଗତ ୨ ଦିନ ପୂର୍ବେ ବା ଗତ ସପ୍ତାହ ଶନିବାର ଦିନ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରିଥିଲେ।  

   Related Posts