ଅର୍ଚ୍ଚନା ନାଗ ମାମଲା: ED କାର୍ଯ୍ୟାଳୟରେ ପୁଣି ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର
28/11/2022 at 5:31 PM

ଭୁବନେଶ୍ୱର ୨୮/୧୧: ଇଡି କାର୍ଯ୍ୟାଳୟରେ ପୁଣି ହାଜର ହେଲେ ବ୍ଲାକ୍ ମେଲର୍ ଅର୍ଚ୍ଚନାଙ୍କ ଗାଡ଼ି ଚାଳକ। ଗାଡ଼ି ଚାଳକ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଆଉଥରେ କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରୁଛନ୍ତି। ଅର୍ଚ୍ଚନାଙ୍କର ଆଉ କାହା ସହିତ ସମ୍ପୃକ୍ତି ରହିଛି ଓ ସେ ଅନ୍ୟ କେଉଁଠୁ ଟଙ୍କା ଦେଣ ନେଣ କରିଛନ୍ତି ସେନେଇ ଇଡି ଅଧିକାରୀମାନେ ତାଙ୍କୁ ପଚରା ଉଚୁରା କରିପାରନ୍ତି ବୋଲି କୁହାଯାଇଛି। ସୂଚନା ଥାଉକି, ଗତ ୨ ଦିନ ପୂର୍ବେ ବା ଗତ ସପ୍ତାହ ଶନିବାର ଦିନ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରିଥିଲେ।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023