Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସପ୍ତମ ସେମିଷ୍ଟାର ଦେବେ ଅର୍ଚ୍ଚନା; ଫର୍ମ ପୂରଣ ପାଇଁ ଅନୁମତି ଦେଲେ କୋର୍ଟ

19/01/2023 at 7:27 PM

ଭୁବନେଶ୍ୱର ୧୯/୦୧: କାରାଗାରରେ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ପୂରଣ କରିବା ପାଇଁ କୋର୍ଟରୁ ଅନୁମତି ମିଳିଛି। ଏନେଇ ଗତକାଲି ବା ବୁଧବାର ଅର୍ଚ୍ଚନାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ଅର୍ଚ୍ଚନା ଇଣ୍ଟିଗ୍ରେଟେଡ ଲ ପଢ଼ୁଥିବା ବେଳେ ଏଥର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ। ଜେଲ ମାନୁଆଲ ଅନୁସାରେ ଫର୍ମ ପୂରଣ କରିବା ପରେ ଅର୍ଚ୍ଚନାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଇଛି।

   Related Posts