ସପ୍ତମ ସେମିଷ୍ଟାର ଦେବେ ଅର୍ଚ୍ଚନା; ଫର୍ମ ପୂରଣ ପାଇଁ ଅନୁମତି ଦେଲେ କୋର୍ଟ
19/01/2023 at 7:27 PM

ଭୁବନେଶ୍ୱର ୧୯/୦୧: କାରାଗାରରେ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ପୂରଣ କରିବା ପାଇଁ କୋର୍ଟରୁ ଅନୁମତି ମିଳିଛି। ଏନେଇ ଗତକାଲି ବା ବୁଧବାର ଅର୍ଚ୍ଚନାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ଅର୍ଚ୍ଚନା ଇଣ୍ଟିଗ୍ରେଟେଡ ଲ ପଢ଼ୁଥିବା ବେଳେ ଏଥର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ। ଜେଲ ମାନୁଆଲ ଅନୁସାରେ ଫର୍ମ ପୂରଣ କରିବା ପରେ ଅର୍ଚ୍ଚନାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଇଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023