ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଖଗେଶ୍ବର
19/12/2022 at 11:05 PM

କଟକ, ୧୯।୧୨: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର । ଆଗୁଆ ଜାମିନ ଆବେଦନ କରିଛନ୍ତି ଖଗେଶ୍ବର । ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ସେ ଆଗୁଆ ଜାମିନ ଲୋଡିଥିବା ଜଣାପଡ଼ିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023