AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଜେଲ୍‌ରେ ଜେରା ହେବେ ଅର୍ଚ୍ଚନା ଓ ଜଗବନ୍ଧୁ, କୋର୍ଟରେ ଆବେଦନ କଲା ଇଡି

2/01/2023 at 4:42 PM

ଭୁବନେଶ୍ୱର ୦୨/୦୧: ବହୁଚର୍ଚ୍ଚିତ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣିଥରେ ଜେରାର ସମ୍ମୁଖୀନ ହେବେ ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦ । ଗୋଟିଏ ଦିନ ଜେରା ପାଇଁ କୋର୍ଟରେ ଆବେଦନ କରିଛି ଇଡି । ଆଜି ଏହି ଇଡି ଆବେଦନର ହୋଇପାରେ ଶୁଣାଣି ।

ସୂଚନା ଥାଉକି, ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଆଜି ଭିସି ଜରିଆରେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହେବେ । ଗତ କିଛିଦିନ ତଳେ ଫରେନସିକ୍ ଲାବରୁ ଦ୍ୱିତୀୟ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଏଥିରେ ମୋବାଇଲ, ହାର୍ଡ ଡିସ୍କ ଓ ପେନଡ୍ରାଇଭର ତଥ୍ୟ ରହିଥିବା ସୂଚନା ମିଳିଥିଲା ।

ଆହୁରି ମଧ୍ୟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା ଇଡି । ରିମାଣ୍ଡ ସମୟରେ ଜଗବନ୍ଧୁଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବା ସହ ଅନେକ ତଥ୍ୟ କିଛି ହାସଲ କରିଛନ୍ତି ଇଡି ଅଧିକାରୀ ।

   Related Posts