AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ୍, ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି

5/12/2022 at 12:58 PM

ଭୁବନେଶ୍ୱର ୦୫/୧୨: କୋର୍ଟରେ ହାଜର ହେଲେ ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ୍ । ଜେଲରୁ ବାହାରି କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର ହେବେ । ହାଜିରା ପରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ବିଧିବଦ୍ଧ ଆବେଦନ କରିବ ଇଡି ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କ ପତ୍ତା ପାଉନି ଇଡି । ବାରମ୍ବାର ସମନ ସତ୍ତ୍ୱେ ଶ୍ରଦ୍ଧାଞ୍ଜଳିଙ୍କ ଠିକଣା ବଦଳି ଯାଇଥିବା ଜଣାପଡିଛି । ଗତକାଲି ଅର୍ଥାତ ରବିବାର ଶ୍ରଦ୍ଧାଞ୍ଜଳିକୁ ଖୋଜିବା ପାଇଁ ଇଡି ପକ୍ଷରୁ ବାଙ୍କି ଚର୍ଚ୍ଚିକା ସାହିରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ ବାସଭବନରେ ଚଢାଉ କରିଥିଲା । କିନ୍ତୁ ସେଠାରୁ ଖାଲି ହାତରେ ଫେରିଥିଲା ଇଡି । ଶ୍ରଦ୍ଧାଞ୍ଜଳି ନମିଳିଲେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିପାରେ ଇଡି ବୋଲି ଜଣାପଡିଛି ।

   Related Posts