୯୨ ହଜାର କୋଟିର ୫ ପ୍ରକଳ୍ପକୁ ଅନୁମୋଦନ

Published By : Prameya-News7 Bureau | November 05, 2020 IST

ଭୁବନେଶ୍ୱର୫/୧୧: ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ ପୁଞ୍ଜି ନିବେଶ। ୫ଟି ମେଗା ପ୍ରକଳ୍ପକୁ HLCA ର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏଥିରେ ୩୧ ହଜାର ୯୭୯ ଜଣଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.