suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅନୁଷ୍କାଙ୍କୁ ନେଇ ଚିନ୍ତାରେ ବିରାଟ କୋହଲି : ଜାଣନ୍ତୁ କାରଣ

11/07/2019 at 11:17 AM

ନୂଆଦିଲ୍ଲୀ ୧୧/୭: ଅନୁଷ୍କା ଶର୍ମାଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଯାହା ଫଳରେ ଅନୁଷ୍କାଙ୍କ ସ୍ବାମୀ ବିରାଟ କୋହଲି ଚିନ୍ତାରେ ବୁଡ଼ି ଯାଇଛନ୍ତି। ପ୍ରକୃତରେ ଅନୁଷ୍କା ଶର୍ମା ଏକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନୁଷ୍କା ବଲ୍ଜିଙ୍ଗ ଡିସ୍କ ରୋଗରେ ପୀଡ଼ିତ ହୋଇଛନ୍ତି। ଏହି ରୋଗରେ ଅସହ୍ୟ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏହି ରୋଗରେ ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା କଷ୍ଟକର ହୋଇଥାଏ ଏବଂ ଅସହ୍ୟ ଯନ୍ତ୍ରଣା ହୋଇଥାଏ।

ଅନୁଷ୍କା ନିଜର ଏହି ରୋଗର ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ନିକଟରେ ତାଙ୍କୁ ଏକ ଫିଜିଓଥେରାପି କ୍ଲିନିକକୁ ଯାଉଥିବା ଦେଖାଯାଇଥିଲା। ତାଙ୍କ କ୍ଲିନିକ୍ ବାହାରର ଫଟୋ ସୋଶିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଫଟୋରେ ଅନୁଷ୍କା ଶର୍ମା ଟେନସନରେ ଥିବା ନଜର ଆସିଛନ୍ତି ଏବଂ ତାଙ୍କ ମୁହଁରୁ ହସ ମଧ୍ୟ ଗାୟବ ରହିଛି।

   Related Posts