oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଓକିଲ ସଙ୍ଘର ଜାତୀୟ ରାଜପଥ ଅବରୋଧ : ରାସ୍ତା ଦୂରାବସ୍ଥା ପ୍ରତିବାଦରେ ଆନ୍ଦୋଳନ

24/07/2022 at 7:39 AM

ଅନୁଗୋଳ ୨୪/୦୭: ଅନୁଗୋଳ ଦେଇ ଯାଇଥିବା -୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ଅନୁଗୋଳ ଓକିଲ ସଂଘ। ରାସ୍ତାର ଦୂରାବସ୍ଥା ପ୍ରତିବାଦରେ ୬ ଘଣ୍ଟିଆ ଅବରୋଧ ଆରମ୍ଭ ହୋଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ।

ବିଭିନ୍ନ ଛକରେ ଓକିଲ ସଂଘ ସହ ବିଭିନ୍ନ ସଂଗଠନ ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଦୋକାନ ବଜାର ବନ୍ଦ ହେବନାହିଁ କି ଜରୁରୀକାଳୀନ ଯାନ ଆମ୍ବୁଲାନ୍ସ ଏବଂ ରୋଗୀ ଯାଉଥିବା ଗାଡିକୁ ପ୍ରତିବନ୍ଧ କରିବେ ନାହିଁ। ବିଶେଷକରି ଜାତୀୟ ରାଜପଥର ମରାମତି କରିବା ଲକ୍ଷ ନେଇ ଏହି ଅବରୋଧ କରାଯାଇଛି।

ବର୍ତ୍ତମାନ ଅନଗୁଳ ର ଲାଇଫ ଲାଇନ କୁହାଯାଉଥିବା ରାଜପଥ ଦେଇ ହଜାର ହଜାର ଗାଡି ଯାଉଅଛି। ରାସ୍ତା ଅବସ୍ଥା ଶୋଚନୀୟ ରହିଛି। ଗୋଟିଏ ଅଟେ ଟ୍ରାଫିକ ସମସ୍ୟା ତ ଅନ୍ୟଗୋଟିଏ ପକ୍ଷେ ରାସ୍ତା ମରାମତି ହେଉ ନ ଥିବାରୁ ଏହି ଆନ୍ଦୋଳନ ହେଉଅଛି।

   Related Posts