ଅନୁଭବଙ୍କୁ ବର୍ଷା ଟେନ୍‌ସନ: ହଇରାଣ ନ କରିବାକୁ ମାଆ ତାରିଣୀଙ୍କୁ ଯାଚିଲେ ୧୦୮ ନଡ଼ିଆ, ଲାଗୁଛି ଡାକ ଶୁଣିଲେନି ମା’

ଭୁବନେଶ୍ୱର: ବିଜେଡି ସାଂସଦ ତଥା ଓଲିଉଡ୍ ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ପିଛା ଛାଡୁ଼ନି ବର୍ଷା। ତାଙ୍କ ମୁହଁରେ ଏବେ ଖାଲି ବର୍ଷାର କଥା। ବର୍ଷା ତାଙ୍କୁ ଯେମିତି ଆଉ ହଇରାଣ ନ କରୁ ସେଥିପାଇଁ ସେ ମାଆ ତାରିଣୀଙ୍କୁ ଯାଚିଛନ୍ତି ୧୦୮ ନଡ଼ିଆ। ଉପରୋକ୍ତ ଲେଖାପଢ଼ି ଆପଣଙ୍କ ମନରେ ବର୍ଷାକୁ ନେଇ ନାନା ପ୍ରଶ୍ନ ଆସିବଣି। ଆପଣ ଯାହା ଭାବୁଛନ୍ତି ତାହା ଠିକ୍‌ କି ନାଁ ସେ ବିଚାର ଆପଣଙ୍କର। ହେଲେ ଅନୁଭବଙ୍କ ଏହି ବର୍ଷା ଉପାଖ୍ୟାନ୍‌ରେ … Continue reading ଅନୁଭବଙ୍କୁ ବର୍ଷା ଟେନ୍‌ସନ: ହଇରାଣ ନ କରିବାକୁ ମାଆ ତାରିଣୀଙ୍କୁ ଯାଚିଲେ ୧୦୮ ନଡ଼ିଆ, ଲାଗୁଛି ଡାକ ଶୁଣିଲେନି ମା’