ବର୍ଷା-ଅନୁଭବ ବିବାଦ ମାମଲା, ଫ୍ୟାମିଲି କୋର୍ଟରେ ୫୦୦୦ ଟଙ୍କା ସହ ସତ୍ୟପାଠ ଦାଖଲ କଲେ ବର୍ଷା
14/09/2022 at 5:19 PM

କଟକ, ୧୪/୦୯: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିବା ଜଣାପଡ଼ିଛି । କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଛନ୍ତି । ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ ।
Related Posts
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023