ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଓ୍ବାଶିଂଟନରେ ପାକିସ୍ତାନ ବିରୋଧୀ ବିକ୍ଷୋଭ, ଆତଙ୍କବାଦ ପ୍ରସଙ୍ଗରେ ଘେରିଲେ ଭାରତୀୟ ଆମେରିକୀୟ

9/12/2019 at 10:51 AM

ୱାଶିଂଟନ୍ ୦୯।୧୨: ଆମେରିକାର ୱାଶିଂଟନ୍ ଡିସିରେ ପାକିସ୍ତାନ ବିରୋଧୀ ନାରା । ୱାଶିଂଟନ୍ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ପାକ୍ ବିରୋଧୀ ବିକ୍ଷୋଭ ।ପାକିସ୍ତାନ ଆତଙ୍କବାଦ ବନ୍ଦ କରିବା ସହ ୨୬/୧୧  ମୁମ୍ବାଇ ଆକ୍ରମଣ ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ଦୂତାବାସ ବାହାରେ ଏହି ବିକ୍ଷୋଭରେ ଆମେରିକା କିଛି ବାସିନ୍ଦା ଓ ପ୍ରବାସୀ ଭାରତୀୟମାନେ ସାମିଲ ରହିଥିଲେ । ଆତଙ୍କବାଦକୁ  କିପରି ରୋକା ଯାଇ ପାରିବ ସେନେଇ ସମସ୍ତେ ଜୋରଦାର ପ୍ରତିବାଦ କରିଛନ୍ତି । ଆନ୍ଦୋଳନକାରୀମାନେ ହାତରେ ପ୍ଲାଗ୍ କାର୍ଡ ଧରି ପାକିସ୍ତାନ ବିରୋଧୀ ନାରା ଦେବା ସହ ପୁରା ବିଶ୍ବରୁ ଆତଙ୍କବାଦ ମୂଳପୋଚ୍ଛ କରିବା ପାଇଁ ଆହ୍ବାନ ଦେଇଛନ୍ତି  ।

   Related Posts