vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବିଷମକଟକରେ ଲାଗିଛି ମାଓ ବିରୋଧୀ ପୋଷ୍ଟର

5/09/2018 at 10:04 AM

ରାୟଗଡା ୫|୯: ବିଷମକଟକରେ ମାଓ ବିରୋଧୀ ପୋଷ୍ଟର । ନକ୍ସଲ ବିରୋଧୀ ସଂଗଠନ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ଲାଗିଛି ମାଓ ବିରୋଧୀ ପୋଷ୍ଟର । ବିଷମକଟକ ମେଡିକାଲ ବଜାର, କଲେଜରେ ଏବଂ ତହସିଲ କାଯ୍ୟାଳୟରେ ଏହି ପୋଷ୍ଟର ଲାଗିଛି । ଲାଗିଥିବା ପୋଷ୍ଟରରେ ଗିରଫ ମାଓ ସମର୍ଥକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବେ।ଲି ଉଲ୍ଲେଖ କରାଯାଇଛି । ଏହାସହିତ ଅନ୍ୟ ନକ୍ସଲ ସହଯୋଗୀଙ୍କୁ ଗିରଫ କରାଯାଉ । ରାୟଗଡ଼ାବାସୀଙ୍କ ଉପରେ ବଘୁନା ଡିଭିଜନାଲ କମିଟି ଦାଦାଗିରି ଦେଖେଇବା ବନ୍ଦ କର । ନଚେତ୍ ପରିଣାମ ଭୟଙ୍କର ହେବ ବେ।ଲି ପେ।ଷ୍ଟରରେ ଉଲ୍ଲେଖ ରହିଛି ।

   Related Posts