ସାଲିଆସାହି ଦୁର୍ଘଟଣା : ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର ୩।୧୦: ଭୁବନେଶ୍ବର ସାଲିଆସାହି ନିକଟ ନୂଆ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଅନ୍ୟ ଜଣଙ୍କର ମୃତ୍ୟୁ । ସୋମବାର ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ ମାଲିକ ରହୁଥିବା କଲୋନୀରେ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଛନ୍ତି । ମୃତକଙ୍କ ପରିବାର ସମେତ ଶତାଧିକ ସ୍ଥାନୀୟ ବସ୍ତିବାସିନ୍ଦା କାର୍ ମାଲିକଙ୍କୁ ପୋଲିସ ଲୁଚାଇ ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖରପୁର … Continue reading ସାଲିଆସାହି ଦୁର୍ଘଟଣା : ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ