ଯାଜପୁରରେ ପୁଣି ଜଣେ କରୋନା ସଂକ୍ରମିିତ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି
6/05/2020 at 2:47 PM

ଯାଜପୁର୬/୫: ଯାଜପୁରରେ ପୁଣି ଏକ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ କୁ ବୃଦ୍ଧି। ସେହିପରି ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ହୋଇଛି। ସେହିପରି ବୁଧବାର ମଧ୍ୟାହ୍ନ ସମୟରେ ରାଜ୍ୟରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ସଂକ୍ରମିତମାନେ ହେଲେ ବାଲେଶ୍ବର ଓ ଯାଜପୁରରେ ବୋଲି ଜଣାପଡିଛି। ଏମାନଙ୍କ ସମସ୍ତଙ୍କର କୋଲକାତା ଲିଙ୍କ୍ ଅଛି ବୋଲି ଜଣାପଡିଛି।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023