Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାଜପୁରରେ ପୁଣି ଜଣେ କରୋନା ସଂକ୍ରମିିତ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

6/05/2020 at 2:47 PM

ଯାଜପୁର୬/୫: ଯାଜପୁରରେ ପୁଣି ଏକ କୋଭିଡ-୧୯ ପଜିଟିଭ୍  ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ କୁ ବୃଦ୍ଧି। ସେହିପରି ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ହୋଇଛି। ସେହିପରି ବୁଧବାର ମଧ୍ୟାହ୍ନ ସମୟରେ ରାଜ୍ୟରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ସଂକ୍ରମିତମାନେ ହେଲେ ବାଲେଶ୍ବର ଓ ଯାଜପୁରରେ ବୋଲି ଜଣାପଡିଛି। ଏମାନଙ୍କ ସମସ୍ତଙ୍କର କୋଲକାତା ଲିଙ୍କ୍ ଅଛି ବୋଲି ଜଣାପଡିଛି।   

   Related Posts