ବର୍ଷାରେ ସାମାନ୍ୟ ବ୍ରେକ୍, ୧୩ରୁ ଆଉ ଏକ ଲଘୁଚାପ, ପୁଣି ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର,୧୦/୦୯: ରାଜ୍ୟରେ ସାମାନ୍ୟ କମିଲା ବର୍ଷା । ପାଗ ସାମାନ୍ୟ ଅନୁକୂଳ ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ରୁ ୧୫ ଯାଏଁ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୧୧ ତାରିଖ ଯାଏ ଓଡ଼ିଶାରେ ସ୍ବଳ୍ପରୁ … Continue reading ବର୍ଷାରେ ସାମାନ୍ୟ ବ୍ରେକ୍, ୧୩ରୁ ଆଉ ଏକ ଲଘୁଚାପ, ପୁଣି ବଢ଼ିବ ବର୍ଷାର ପରିମାଣ
Copy and paste this URL into your WordPress site to embed
Copy and paste this code into your site to embed