ଆସୁଛି ଆଉ ଏକ ଲଘୁଚାପ, ୧୮ ତାରିଖରେ ସୃଷ୍ଟି ହେବ କ୍ଷେତ୍ର !

ଭୁବନେଶ୍ୱର ୧୬।୦୮ : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ଏହି ଲଘୁଚାପ ଆସିବା ସମ୍ଭାବନା । ଯାହାଫଳରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଖବର ଅନୁଯାୟୀ, ଉତ୍ତର-ପୂର୍ବ ତତ୍‌ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ଆସନ୍ତା ୧୮ ତାରିଖ … Continue reading ଆସୁଛି ଆଉ ଏକ ଲଘୁଚାପ, ୧୮ ତାରିଖରେ ସୃଷ୍ଟି ହେବ କ୍ଷେତ୍ର !