ରାଉରକେଲା ୨୩।୧୨: ପୁଣି ଜିଏସଟି ଠକ ଗିରଫ । ଗିରଫ ଠକ ଜଣକ ଇଜାଜ ମହମ୍ମଦ। ଇଜାଜ ମହମ୍ମଦକୁ ଝାରସୁଗୁଡାରୁ ଗିରଫ କଲା ରାଉରକେଲା ସେଣ୍ଟ୍ରାଲ ଜିଏସଟି ଟିମ୍ ।
ଇଜାଜ ମହମ୍ମଦ ପୂର୍ବରୁ ଗତ ୨୧ ତାରିଖରେ ୪୨କୋଟି ଫେକ୍ ଟ୍ରାଜାକ୍ସନ ଜିଏସଟି ଠକେଇରେ ୩ ଗିରଫ ଗ୍ରୁପରେ ସାମିଲ ଥିଲା । ତେବେ ଗ୍ରୁପରେ ୫ ଜଣ ଠକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଠକ ଫେରାର ଅଛି । ଜିଏସଟି ବାବଦକୁ ଠକେଇ ହୋଇଛି ପ୍ରାୟ ୯ କୋଟି ।