ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଉରକେଲାରେ ପୁଣି ଜଣେ ଜିଏସଟି ଠକ ଗିରଫ

23/12/2020 at 5:09 PM

ରାଉରକେଲା ୨୩।୧୨: ପୁଣି ଜିଏସଟି ଠକ ଗିରଫ । ଗିରଫ ଠକ ଜଣକ ଇଜାଜ ମହମ୍ମଦ। ଇଜାଜ ମହମ୍ମଦକୁ ଝାରସୁଗୁଡାରୁ ଗିରଫ କଲା ରାଉରକେଲା ସେଣ୍ଟ୍ରାଲ ଜିଏସଟି ଟିମ୍ ।

ଇଜାଜ ମହମ୍ମଦ ପୂର୍ବରୁ ଗତ ୨୧ ତାରିଖରେ ୪୨କୋଟି ଫେକ୍ ଟ୍ରାଜାକ୍ସନ ଜିଏସଟି ଠକେଇରେ ୩ ଗିରଫ ଗ୍ରୁପରେ ସାମିଲ ଥିଲା । ତେବେ ଗ୍ରୁପରେ ୫ ଜଣ ଠକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଠକ ଫେରାର ଅଛି । ଜିଏସଟି ବାବଦକୁ ଠକେଇ ହୋଇଛି ପ୍ରାୟ ୯ କୋଟି ।

   Related Posts