ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ
16/04/2018 at 9:57 AM

ଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ
ନବ ନିର୍ବାଚିତ ଏଆଇସିସି ସମ୍ପାଦକ ଅନୀଲ କୁମାର ଚୌଧୁରୀ
ପ୍ରଭାରୀଙ୍କୁ ଭେଟିବା ପରେ ଅନୀଲଙ୍କ ପ୍ରତିକ୍ରିୟା
ମୋତେ ଯାହା ଦାୟିତ୍ବ ଦିଆଯଇଛି, ତାହା ସୂଚାରୁ ରୂପେ ତୁଲାଇବି
ତୃଣମୂଳ ସ୍ତରରୁ ଯୁବକମାନଙ୍କୁ ସଙ୍ଗଠିତ କରିବି
ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ଦାୟିତ୍ବରୁ ହଟିବା ପରେ ୪ ନେତାଙ୍କୁ ମିଳିଛି ଓଡିଶା କଂଗ୍ରେସ ଦାୟିତ୍ବ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023