oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅନଗୁଳ ମହୋତ୍ସବର ଉଦ୍‌ଘାଟନ କଲେ ଉପ-ବାଚସ୍ପତି, ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲେ ବଲିଉଡ ସିଙ୍ଗର ସେତବିନ ବେନ

9/04/2022 at 11:22 AM

ଅନଗୁଳ, ୦୯/୦୪: ରଙ୍ଗାରଙ୍ଗ ସାଂସ୍କୃତିକ କାଯ୍ୟକ୍ରମ ସାଙ୍ଗକୁ ଓଲିଉଡ ଏବଂ ବଲିଉଡ କଳାକାରଙ୍କ ଗୀତରେ ଉଠୁଛି ପଡୁଛି ଅନଗୁଳ ମହୋତ୍ସବ । ୩ ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବଲିଉଡ ସିଙ୍ଗର ଷ୍ଟେବିନ୍‌ ବେନ୍‌ ଏବଂ ଓଲିଉଡ ସିଙ୍ଗର ନଭ୍ୟା ଜିଇତିଙ୍କ ଗୀତ ବେଶ ମନ ମୋହିଥିଲା ଦର୍ଶକଙ୍କର । ପ୍ରଥମ ସନ୍ଧ୍ୟାକୁ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ ।

ପ୍ରଥମେ ଓଡିଶୀ ନୃତ୍ୟ ପରେ କମେଡିଆନ୍‌ ନନସେନ୍ସ ମଣିଙ୍କ କମେଡିରେ ହସିଥିଲେ ଦର୍ଶକ । ଆଉ ସବୁଠାରୁ ବେଶ ଆକର୍ଷଣ ଥିଲା ଗୁଆଘିଆ ଗୀତ । ଗୁଆଘିଅ ଗୀତରେ ବେଶ ମନଭରି ଝୁମିଥିଲେ ଦର୍ଶକ । ଆଜି ଦ୍ବିତୀୟ ସନ୍ଧ୍ୟାରେ ବଲିଉଡ ସିଙ୍ଗର ସଚେତ-ପରମ୍ପରା, ଓଲିଉଡ ସିଙ୍ଗର ଆଶୁତୋଷ ମହାନ୍ତି, ଷ୍ଟାଣ୍ଡ ଅପ କମେଡ଼ିଆନ ରୋହିତ ଦର୍ଶକଙ୍କ ମନ ମୋହିବେ ବୋଲି ଆଶା କରାଯାଉଛି।

   Related Posts