vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

୩ ବର୍ଷର ଆଦିବାସୀ ଶିଶୁକୁ ଅଙ୍ଗନୱାଡି ଦିଦିଙ୍କ ମାଡ

11/05/2018 at 6:30 AM

ତେଲକେ।ଇ ଭାଲୁଦରି ଅଙ୍ଗନୱାଡି କେନ୍ଦ୍ରର ଦିଦି ଜଣେ ଶିଶୁକୁ ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ଗତକାଲି ଶିଶୁଟି ଅଙ୍ଗନୱାଡି ଯାଇଥିଲା । ଶିଶୁକୁ ଦିଦି ଡାକି କିଛି ପ୍ରଶ୍ନ ପଚାରିବା ସହ ବାଡିରେ ପିଟିଥିଲେ । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ଶିଶୁର ପରିବାର ଲେ।କେ । ତେବେ ବ୍ୟକ୍ତିଗତ ରାଗ ରଖି ଶିଶୁକୁ ମାରିଥିବା ଅଭିଯେ।ଗ ହେ।ଇଛି । ୮ ବର୍ଷ ତଳେ ନଳକୂଅରୁ ପାଣି ନେବାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଯାହା ଥାନାରେ ଏତଲା ମଧ୍ୟ ହେ।ଇଥିଲା । ଯାହାକୁ ନେଇ ଶିଶୁକୁ ଅଙ୍ଗନବାଡି ଦିଦି ମାଡ ମାରିଥିବା ଅଭିଯେ।ଗ ହେ।ଇଛି ।  ତେଲକୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । …

Leave a Reply

   Related Posts