Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

୩ ବର୍ଷର ଆଦିବାସୀ ଶିଶୁକୁ ଅଙ୍ଗନୱାଡି ଦିଦିଙ୍କ ମାଡ

11/05/2018 at 6:30 AM

ତେଲକେ।ଇ ଭାଲୁଦରି ଅଙ୍ଗନୱାଡି କେନ୍ଦ୍ରର ଦିଦି ଜଣେ ଶିଶୁକୁ ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ଗତକାଲି ଶିଶୁଟି ଅଙ୍ଗନୱାଡି ଯାଇଥିଲା । ଶିଶୁକୁ ଦିଦି ଡାକି କିଛି ପ୍ରଶ୍ନ ପଚାରିବା ସହ ବାଡିରେ ପିଟିଥିଲେ । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ଶିଶୁର ପରିବାର ଲେ।କେ । ତେବେ ବ୍ୟକ୍ତିଗତ ରାଗ ରଖି ଶିଶୁକୁ ମାରିଥିବା ଅଭିଯେ।ଗ ହେ।ଇଛି । ୮ ବର୍ଷ ତଳେ ନଳକୂଅରୁ ପାଣି ନେବାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଯାହା ଥାନାରେ ଏତଲା ମଧ୍ୟ ହେ।ଇଥିଲା । ଯାହାକୁ ନେଇ ଶିଶୁକୁ ଅଙ୍ଗନବାଡି ଦିଦି ମାଡ ମାରିଥିବା ଅଭିଯେ।ଗ ହେ।ଇଛି ।  ତେଲକୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । …

Leave a Reply

   Related Posts