ଆନ୍ଧ୍ରପ୍ରଦେଶରେ ଟ୍ରକ୍‌-କାର ମୁହାଁମୁହିଁ ଧକ୍କା: ୪ମୃତ, ୧୧ ଆହତ

ନୂଆଦିଲ୍ଲୀ ୧୫।୦୯: ଆନ୍ଧ୍ରପ୍ରଦେଶରରେ ଭୟଙ୍କର ଦୁର୍ଘଟଣା ଘଟିଛି ।  ଶୁକ୍ରବାର ସକାଳେ ଏକ କାର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଓଡିଆ ଥିଲେ। ଏନେଇ ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ପୋଲିସ ଆହୁରି ମଧ୍ୟ କହିଛି ଯେ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। … Continue reading ଆନ୍ଧ୍ରପ୍ରଦେଶରେ ଟ୍ରକ୍‌-କାର ମୁହାଁମୁହିଁ ଧକ୍କା: ୪ମୃତ, ୧୧ ଆହତ