ଆନ୍ଧ୍ରର ଦାଦାଗିରି: ସୀମାନ୍ତ ଅଞ୍ଚଳରେ ପଶି କରୁଛି ପାମୋଲିନ୍ ଚାଷ
2/01/2023 at 8:46 PM

ନାରାୟଣପାଟଣା ୦୨/୦୧: ବନ୍ଧୁଗାଁ ରେବତୀଗୁଡ଼ା ପରେ ସୀମାନ୍ତ କାପଲଡ଼ା ଗାଁରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି। ଜମି ଭିତରେ ଧସେଇ ପଶି ସରକାରୀ ଓ ବେସରକାରୀ ଗୋଚର ଜମିରେ ପାମୋଲିନ୍ ଗଛ ଚାଷ କରୁଥିବା ଦେଖିବାକୁ ମିଳିଛି। ଏହି ଚାଷକୁ ବନ୍ଧୁଗାଁ ପ୍ରଶାସନିକ ଅଧିକାରୀ ଜୋରଦାର ବିରୋଧ କରିଛନ୍ତି। ଘଟଣାସ୍ଥଳରେ ତହସିଲଦାର୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପହଞ୍ଚି ବିରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023