AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଆନ୍ଧ୍ରର ଦାଦାଗିରି: ସୀମାନ୍ତ ଅଞ୍ଚଳରେ ପଶି କରୁଛି ପାମୋଲିନ୍‌ ଚାଷ

2/01/2023 at 8:46 PM

ନାରାୟଣପାଟଣା ୦୨/୦୧: ବନ୍ଧୁଗାଁ ରେବତୀଗୁଡ଼ା ପରେ ସୀମାନ୍ତ କାପଲଡ଼ା ଗାଁରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି। ଜମି ଭିତରେ ଧସେଇ ପଶି ସରକାରୀ ଓ ବେସରକାରୀ ଗୋଚର ଜମିରେ ପାମୋଲିନ୍‌ ଗଛ ଚାଷ କରୁଥିବା ଦେଖିବାକୁ ମିଳିଛି। ଏହି ଚାଷକୁ ବନ୍ଧୁଗାଁ ପ୍ରଶାସନିକ ଅଧିକାରୀ ଜୋରଦାର ବିରୋଧ କରିଛନ୍ତି। ଘଟଣାସ୍ଥଳରେ ତହସିଲଦାର୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପହଞ୍ଚି ବିରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି।

   Related Posts