ମହଙ୍ଗା ପଡିଲା ଜମି ଦଖଲ ଷଡ଼ଯନ୍ତ୍ର, ଆନ୍ଧ୍ର ଅଧିକାରୀଙ୍କ ନାଁରେ ଥାନାରେ ଏତଲା

Published By : Prameya-News7 Bureau | January 03, 2023 IST

ନାରାୟଣପାଟଣା ୦୩/୦୧: ମହଙ୍ଗା ପଡିଲା ଓଡ଼ିଶା ଜମି ଦଖଲ କରିବା ଷଡ଼ଯନ୍ତ୍ର । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ ଆନ୍ଧ୍ର ଅଧିକାରିଙ୍କ ନାଁରେ ଥାନାରେ ଏତଲା ।

ବନ୍ଧୁଗାଁ ସୀମାନ୍ତ କାପଲଡ଼ା ଗାଁର ସରକାରୀ ଓ ବେସରକାରୀ ଗୋଚର ଜମିରେ ଆନ୍ଧ୍ର ଅଧିକାରୀ ପାମୁଏଲ୍ ଚାଷକୁ ନେଇ ବ୍ଲକ୍ ଉପାଧକ୍ଷା ଗୀତାଞ୍ଜଳି ପିଡିକା, ତହସିଲ୍ ଦାର୍ ସଦାଶିବ ଭତ୍ରା , ବିରୋଧ କରି ପୋତିଲେ ନାଲି ପତାକା।ଗିରଫ ଭୟରେ ଆନ୍ଧ୍ର ଅଧିକାରି ମାଟି ଛାଢ଼ି ଚାଲିଗଲେ । ଆଜି ପ୍ରସାଶନିକ ଅଧିକାରୀଙ୍କ ଟିମ୍ ପୋଲିସ୍ ଉପସ୍ଥିତି ରେ ଜମି ମାପଚୁପ କରିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.