AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ମହଙ୍ଗା ପଡିଲା ଜମି ଦଖଲ ଷଡ଼ଯନ୍ତ୍ର, ଆନ୍ଧ୍ର ଅଧିକାରୀଙ୍କ ନାଁରେ ଥାନାରେ ଏତଲା

3/01/2023 at 10:26 AM

ନାରାୟଣପାଟଣା ୦୩/୦୧: ମହଙ୍ଗା ପଡିଲା ଓଡ଼ିଶା ଜମି ଦଖଲ କରିବା ଷଡ଼ଯନ୍ତ୍ର । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ ଆନ୍ଧ୍ର ଅଧିକାରିଙ୍କ ନାଁରେ ଥାନାରେ ଏତଲା ।

ବନ୍ଧୁଗାଁ ସୀମାନ୍ତ କାପଲଡ଼ା ଗାଁର ସରକାରୀ ଓ ବେସରକାରୀ ଗୋଚର ଜମିରେ ଆନ୍ଧ୍ର ଅଧିକାରୀ ପାମୁଏଲ୍ ଚାଷକୁ ନେଇ ବ୍ଲକ୍ ଉପାଧକ୍ଷା ଗୀତାଞ୍ଜଳି ପିଡିକା, ତହସିଲ୍ ଦାର୍ ସଦାଶିବ ଭତ୍ରା , ବିରୋଧ କରି ପୋତିଲେ ନାଲି ପତାକା।ଗିରଫ ଭୟରେ ଆନ୍ଧ୍ର ଅଧିକାରି ମାଟି ଛାଢ଼ି ଚାଲିଗଲେ । ଆଜି ପ୍ରସାଶନିକ ଅଧିକାରୀଙ୍କ ଟିମ୍ ପୋଲିସ୍ ଉପସ୍ଥିତି ରେ ଜମି ମାପଚୁପ କରିବା ସୂଚନା ରହିଛି ।

   Related Posts