scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ,ବିଭିନ୍ନ ଗରିବ କଲ୍ୟାଣ ଯୋଜନାର କଲେ ସମୀକ୍ଷା

19/10/2022 at 2:44 PM

କୋରାପୁଟ ୧୯/୧୦: କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ । ଆନ୍ଧ୍ର ସୀମାନ୍ତ କୋଟିଆର ନେରେଡି ଓ୍ୱାଲସାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା । ନେରେଡି ଓ୍ୱାଲସାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର କରିଛନ୍ତି ସମୀକ୍ଷା । କୋଟିଆ ନେରଡିଓ୍ୱାଲସା ଗ୍ରାମକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଲୋକଙ୍କ ସହ କରିଛନ୍ତି ଆଲୋଚନା ।

ସୂଚନା ଥାଉକି, କୋଟିଆକୁ ଦଖଲ କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛି ଆନ୍ଧ୍ର । ତେଣୁ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ସରକାରଙ୍କୁ ପକ୍ଷରୁ ବିଭିନ୍ନ ଯୋଜନା ମାନ କରାଯାଉଛି । ହିତାଧିକାରୀଙ୍କୁ କିପରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ସେନେଇ ଅନେକ ତୟାରି ମଧ୍କୟ ହେଉଛି ।

   Related Posts