ଅନନ୍ୟାଙ୍କ ହାତରେ ନାହିଁ ଭଲ ଫିଲ୍ମ, ବୁଲାବୁଲିରେ ବିତାଉଛନ୍ତି ସମୟ

ମୁମ୍ଵାଇ ୧୦।୦୯: ବଲିଉଡ ଆକ୍ଟ୍ରେସ୍‌ ଅନନ୍ୟା ପାଣ୍ଡେଙ୍କ ହାତରେ ଆଜିକାଲି ବିଶେଷ କାମ ନାହିଁ। ତେଣୁ ବୟଫ୍ରେଣ୍ଡ ଆଦିତ୍ୟ  ରୟ କପୁରଙ୍କ ସହ ମଉଜ ମସ୍ତି ବୁଲାବୁଲିରେ  ସମୟ କାଟୁଛନ୍ତି ଅନନ୍ୟା । ଅଳ୍ପ ଦିନ ତଳେ  ଆଦିତ୍ୟଙ୍କ ସହ ଗୋଆରେ ବେଶ୍‌ କିଛି ଦିନ ଛୁଟି କଟାଇ ମୁମ୍ବାଇ ଫେରିଥିଲେ। ତାହା ପୁଣି ଏକା ନୁହେଁ ଆଦିତ୍ୟ ଦୁହେଁ ଏକାଠି ନଜର ଆସିଥିଲେ। ମୁମ୍ବାଇ ବିମାନବନ୍ଦରରେ ଉଭୟଙ୍କୁ ଦେଖି ଫଟୋଗ୍ରାଫର ଘେରି ଯାଇଥିଲେ। ବିଶେଷକରି  ଅନନ୍ୟାଙ୍କୁ କିଛି ମଜାଦାର … Continue reading ଅନନ୍ୟାଙ୍କ ହାତରେ ନାହିଁ ଭଲ ଫିଲ୍ମ, ବୁଲାବୁଲିରେ ବିତାଉଛନ୍ତି ସମୟ