ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 14, 2018 IST

ଆନନ୍ଦପୁର ୧୪/୮ : ଆନନ୍ଦପୁର ନନ୍ଦିପଦା ଥାନା ବତରଂମାସ ପଞ୍ଚାୟତ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ନାରାୟଣ ବଳ । ଗାଁର ଏକ ଗାଡିଆରୁ ତାଙ୍କର ମୃତଦେହ ଉଦ୍ଧାର ହେ।ଇଛି । ଗତ ଶୁକ୍ରବାର ଠାରୁ ନିଖେ।ଜ ଥିଲେ ନାରାୟଣ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କୁ କେହି ହତ୍ୟା କରିଥିବା ଅଭିଯେ।ଗ କରିଛନ୍ତି ପରିବାର ଲେ।କେ । ପେ।ଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.