ଆନନ୍ଦପୁରରେ ଚେସ୍ ପ୍ରତିଯୋଗିତା, ଭାଗ ନେବେ ୪୫ ଖେଳାଳି
28/11/2022 at 10:51 AM

ଆନନ୍ଦପୁର ୨୮।୧୧ : ଜିଲ୍ଲା ଚେସ୍ ସଂଘ ପକ୍ଷରୁ ଉପଖଣ୍ଡସ୍ତରୀୟ ଚେସ୍ ପ୍ରତିଯୋଗିତା ଆରମ୍ଭ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନବୋଦୟ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ୪୫ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମକୁ ଆନନ୍ଦପୁର ଉପଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି । ଆନନ୍ଦପୁର ଠାରେ ଜିଲ୍ଲା ଚେସ୍ ଆସୋସିଏସନ୍ର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023