ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର: ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ

ମୁମ୍ବାଇ: ମହାରାଷ୍ଟ୍ରର ହୁଙ୍ଗଲିରେ ପୁଣି ଭୂମିକମ୍ପ ଝଟକା । ସୋମବାର ସକାଳୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ପୂର୍ବାହ୍ଣ ୫ଟା ୯ମିନିଟରେ ଝଟକା ଲାଗିଥିଲା । ବାରମ୍ବାର ବାରମ୍ବାର ଭୂମିକମ୍ପ ଝଟକା ଲାଗିବାରୁ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକ । ଗତ କିଛି ଦିନ ହେଲା ମହାରାଷ୍ଟ୍ର ହୁଙ୍ଗଲି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେଉଛି । An earthquake of Magnitude 3.5 on … Continue reading ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର: ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ