oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବିଜେଡି ଛାଡି କଂଗ୍ରେସରେ ମିଶିଲେ, ଅଣଦେଖା ଦାବି କରି ଛାଡିଲେ ଦଳ

7/03/2022 at 12:27 PM

ଭଦ୍ରକ ୦୭/୦୩ : ଭଦ୍ରକ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ଏହି ମିଶ୍ରଣ ପର୍ବରେ ବିଜେଡ଼ି ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ନାରୀ ନେତ୍ରୀ ଶେଷରେ ବିଜେଡ଼ି ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ନାରୀ ନେତ୍ରୀ ଜଣକ ହେଉଛନ୍ତି ବିଜେଡ଼ି ଦଳର ଜିଲ୍ଲାର ବିଜେଡି ଜିଲ୍ଲା କମିଟିର ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ । ବିଜେଡ଼ି ଦଳ ଭଦ୍ରକ ଜିଲ୍ଲାର ବିକାଶ କାର୍ଯ୍ୟ କରୁନଥିବା ଓ ତାଙ୍କୁ ଦଳ ଅଣଦେଖା କରୁଥିବାରୁ ସେ ଦଳ ଛାଡି ଜାତୀୟ କଂଗ୍ରେସ ଦଳରେ ମିଶିଛନ୍ତି ।

ଏବେ ପୌର ନିର୍ବାଚନ ସମୟରେ କଂଗ୍ରେସ ଦଳରେ ମିସିଛନ୍ତି ଓ କଂଗ୍ରେସ ଦଳ ତାର ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀ କରିପାରେ । ପୌରଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ମୈଦାନକୁ ଓଲ୍ଲାଇ ପାରନ୍ତି ବୋଲି ସୂଚନା ମିଳୁଛି । ତେବେ କଂଗ୍ରେସ ଦଳ ଏହି ମିଶ୍ରଣ କରି ଆଗାମୀ ପୌର ନିର୍ବାଚନ ରେ ଦଳ ଭଲ ରେଜଲ୍ଟ କରିବ ବୋଲି ଆଶା ରଖିଛି ।

   Related Posts