ଜୁନ୍ ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ୨୨ରେ ବିଜେପି ସଭାପତି ଜେପି ନଡ୍ଡା
2/06/2023 at 2:37 PM

ଭୁବନେଶ୍ୱର ୦୨/୦୬: ଓଡ଼ିଶା ଆସିବେ ଅମିତ ଶାହ ଓ ଜେପି ନଡ୍ଡା । ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ୨୨ରେ ଆସିବେ ଜେପି ନଡ୍ଡା । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ସୂଚନା ଥାଉକି, ଚଳିତ ମାସରେ ଅନୁଷ୍ଠିତ ହେବାକୁ ଯାଉକି ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିବେ ଅମିତ ଶାହ ଓ ଜେପି ନଡ୍ଡା । ତେବେ ପ୍ରଧାନମନ୍ତ୍ରୀ କେବେ ଆସିବେ ସେନେଇ କିଛି ସ୍ପଷ୍ଟ ସୂନା ମିଳିନି ।
Related Posts
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023
ଭାଇ-ଭଉଣୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡିବସିଲା ଅବକାରୀ ବିଭାଗ
26 September 2023