ଅମିତ ଶାହାଙ୍କୁ ସ୍ୱାଇନ୍ ଫ୍ଲୁ, ଆସନ୍ତା ୧୮ରେ ଆସିବେନି ଓଡ଼ିଶା
16/01/2019 at 10:21 PM

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱାଇନ୍ ଫ୍ଲୁରେ ପୀଡ଼ିତ । ନିଜେ ଅମିତ୍ ଶାହା ଏହା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ଦେଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଲୋକଙ୍କ ଭଲ ପାଇବା ତାଙ୍କୁ ଶୀଘ୍ର ସୁସ୍ଥ କରିବ ବୋଲି ସେ ଆଶା ରଖିଛନ୍ତି । ଆସନ୍ତା ୧୮ ତାରିଖରେ ତାଙ୍କର ଓଡ଼ିଶାଗସ୍ତକୁ ସ୍ଥଗିତ ଅଛି ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
କେଉଁ ଧର୍ମକୁ ମାନନ୍ତି ଆର୍ଯ୍ୟନ ଖାନ୍ ? ଖୁଲାସା କଲେ ମା’ ଗୌରୀ
2 February 2023
ନିଶା ଦେଇ ଲୁଟ୍, ଦୁଇଟି ଲୁଟ୍ ଘଟଣାରେ ଦୁଇ ଗୁରୁତର
1 February 2023