UPA ସରକାର ମୋଦି(ପ୍ରଧାନମନ୍ତ୍ରୀ)ଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପକାଉଥିଲେ-ଅମିତ ଶାହା
30/03/2023 at 11:49 AM

ନୂଆଦିଲ୍ଲୀ ୩୦।୦୩ : ୟୁପିଏ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀ ମୋଦି (ସେତେବେଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ )ଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପକାଇଥିଲେ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସିବିଆଇ ଦ୍ୱାରା ଏକ ଫେକ୍ ଏନ୍କାଉଣ୍ଟର ମାମଲାରେ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ଚାହୁଁଥିଲେ ବୋଲି ଅମିତ ଶାହା କରିଛନ୍ତି ।
ଖବର ଅନୁଯାୟୀ, ବୁଧବାର ଦିନ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାରରେ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଏଥିରେ ପଚରାଯାଇଥିବା ପ୍ରଶ୍ନ (କେନ୍ଦ୍ରୀୟ ଏଜେନ୍ସିଙ୍କୁ ଦୁରୁପଯୋଗ କରୁଛନ୍ତି କେନ୍ଦ୍ର ସରକାର) , ଏହାର ଉତ୍ତର ଦେଇ ଶାହା କହିଥିଲେ କି, କଂଗ୍ରେସ ସରକାର ସିବିଆଇର ଦୁରୁପଯୋଗ କରୁଥିଲେ ।
ଏମିତିକି ଏକ ଫେକ୍ ଏନ୍କାଉଣ୍ଟର ମୋଦିଜୀ (ସେତେବେଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ )ଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପକାଇଥିଲେ । ଏହାପରେ ବି ଭାରତୀୟ ଜନତା ପାର୍ଟି କେବେ ବି ଏପରି ହଙ୍ଗାମା କରିନଥିଲା ।
ସେହିପରି ସୁରତର ଏକ ଅଦାଲତ ଦ୍ୱାରା ମାନହାନୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କ ଦୋଷୀ ଦେବା ରାୟରେ ଶାହା କହିଛନ୍ତି ଯେ, କଂଗ୍ରେସ ସେ କେବଳ ଜଣେ ନେତା ନୁହଁନ୍ତି କି ଯିବେ କୋର୍ଟ ଦ୍ୱାରା ଦୋଷୀ ହୋଇଛନ୍ତି । ପୂର୍ବରୁ ମଧ୍ୟ ଅନେକ ସଦସ୍ୟ ଲୋକସଭାର ସଦସ୍ୟତା ହରାଇଛନ୍ତି ।
ଉଚ୍ଚ ଅଦାଲତାରେ ଆବେଦନ କରିବା ବଦଳରେ ସେ (ରାହୁଲ ଗାନ୍ଧୀ) ହୋହାଲ୍ଲା କରୁଛନ୍ତି । ନିଜ ଭାଗ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୋଷୀ କରୁଛନ୍ତି । ଏପିରିକି ରାହୁଲ ଗାନ୍ଧୀ ନିଜ ସଜ୍ଜାକୁ କମ୍ କରିବାକ ପାଇଁ ଆବେଦନ ମଧ୍ୟ କରୁନାହାନ୍ତି । ଏ କିପରି ଅହଂକର ?