ପୁରୀ ହିଂସାକାଣ୍ଡର ରିପୋର୍ଟ ମାଗିଲେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ସ୍ବାମୀ
4/10/2018 at 1:12 PM

ପୁରୀ ୪|୧୦: ଗତକାଲି ପୁରୀରେ ଘଟିଥିବା ଅଭାବନୀୟ ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କାର ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆାମିକସ୍ କ୍ୟୁରୀ ରିପୋର୍ଟ ମାଗିଛନ୍ତି । ୨ ଦିନ ଭିତରେ ରିପୋର୍ଟ ଦିଆଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର କହିଛନ୍ତି। ସିସିଟିଭି ଫୁଟେଜ୍ ଓ ମିଡିଆଠାରୁ ଫୁଟେଜ ଆଣି ଆମିକସକ୍ୟୁରୀଙ୍କୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ହିଂସାକାଣ୍ଡ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ମନ୍ଦିର ସୂଚନା କେନ୍ଦ୍ର ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି । ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି।
ଗତକାଲି ପୁରୀ ଅଶାନ୍ତ ହେବା ଘଟଣାରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ଏ
Related Posts
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023