oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସଂକ୍ରାମକ ରୂପ ନେଲା କରୋନାର ନୂଆ ମ୍ୟୁଟାଣ୍ଟ, ଆମେରିକାରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ

11/01/2022 at 3:04 PM

ଓ୍ୱାଶିଂଟନ ୧୧/୦୧: ଓମିକ୍ରନ ଭାରିଆଣ୍ଟ ଘାତକ ନହେଲେ ବି ଭୟ ବଢାଇଛି। ଖାସ କରି ଆମେରିକାରେ ଏହା ଦିନକୁ ଦିନ ନୂଆ ରେକର୍ଡ କରୁଛି । ଦୈନିକ ସଂକ୍ରମଣ ଏଠାରେ ରେକର୍ଡ ବ୍ରେକ୍ କରିଛି । ୨୪ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଅର୍ଥାତ୍ ୧୧ ଲକ୍ଷ ଟପିଛି ସଂକ୍ରମଣ । ଗତ ସପ୍ତାହରେ ପାଖାପାଖି ୧୦ ଲକ୍ଷ ଯାଏଁ ଥିଲା ସଂକ୍ରମିତ ସଂଖ୍ୟା । କେବଳ ରୋଗୀ ସଂଖ୍ୟା ନୁହେଁ ହସ୍ପିଟାଲରେ ବେଡ ସଂଖ୍ୟା ବି ବଢିଛି । ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଏବେ ସର୍ବାଧିକ ସ୍ତରରେ ରହିଛି ।

ଗତ ବର୍ଷ ଜାନୁଆରୀରେ ଏହି ସଂଖ୍ୟା ୧,୩୨,୦୫୧ ତୁଳନାରେ ଗତ ତିନି ସପ୍ତାହରେ ଏହା ରେକର୍ଡ ସ୍ତରରେ ପହଁଞ୍ଚି ଯାଇଛି । ଜନ୍ ହପକିନ୍ସ ୟୁନିଭର୍ସିଟିର ସୂଚନା ଅନୁସାରେ, ରବିବାର ଆମେରିକାରେ ମୋଟ କୋଭିଡ୍-୧୯ର ମାମଲା ୬ କୋଟି ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି । କେବଳ ଅତି ଦୂରା ରୋଗ ରୋଗୀଙ୍କେକୁ ଛାଡିଦେଲେ ଅନ୍ୟମାନଙ୍କ ଚିକିତ୍ସାକୁ ସାମୟିକ ସ୍ଥଗିତ ରଖିଦିଆଯାଇଛି । କେବଳ ଆମେରିକା ନୁହେଁ ବ୍ରିଟେନ୍ ଏବଂ ଫ୍ରାନ୍ସରେ ମଧ୍ୟ କରୋନାର ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି।

   Related Posts