oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବିକିନି ପିନ୍ଧି ଗ୍ଲାମରସ୍‌ ଅନ୍ଦାଜ୍‌ରେ ଫଟୋ ସେୟାର କଲେ ଅମିଷା ପଟେଲ୍‌, ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ

11/05/2022 at 9:49 AM

ମୁମ୍ବାଇ ୧୧।୦୫: ଏକ ସମୟ ଥିଲା ଯେତେବେଳେ ଅମିଷା ପଟେଲ ବେଶ୍ ଲୋକପ୍ରିୟ ହୋଇଥିଲେ । ତାହା ପୁଣି ହ୍ରିତିକ ରୋଶନ, ସନି ଦେଓଲ, ସୈଫ୍‌ ଅଲି ଖାନ ଏବଂ ଅମୀର ଖାନଙ୍କ ଭଳି ତାରକାଙ୍କ ସହ କାମ କରି। ଅମିଷା ଦୀର୍ଘ ସମୟ ଧରି ଅଭିନୟ ଜଗତଠାରୁ ଦୂରରେ ରହିଛନ୍ତି । ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । କହିବାକୁ ଗଲେ ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି । ପ୍ରତିଦିନ ନିଜର ଗ୍ଲାମରସ୍ ଆଣ୍ଡ ବୋଲ୍ଡ ଫଟୋ ସେୟାର୍ କରନ୍ତି। ଯାହା ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥାଏ।  ନିକଟରେ ଅମିଷା ଏକ ଫଟୋ ଓ ଭିଡିଓ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଅମିଷାଙ୍କ ଫ୍ୟାନ୍ସ ମତୁଆଲା ହୋଇଛନ୍ତି ।  

ନିକଟରେ ଅମିଷା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଧଳା ଓ ଗୋଲାପୀ ରଙ୍କର ବିକିନି ସହ ସ୍ରଗ୍‌ ପିନ୍ଧିଛନ୍ତି । ସେହି ସମୟରେ ସେ ସୂର୍ଯ୍ୟକିରଣ ପାଖରେ ଛିଡା ହୋଇ ପୋଜ୍‌ ଦେଇଛନ୍ତି । ଯାହା ଫଟୋ ଇଣ୍ଟରନେଟ୍‌ରେ ନିଆଁ ଲଗାଉଛି । ଏହି ଫଟୋ ଦେଖି ଫ୍ୟାନ୍ସମାନେ ଖୁବ୍‌ ମତୁଆଲା ହୋଇଛନ୍ତି ।

ଅମିଷଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଅମିଷାଙ୍କ ପ୍ରଶଂସକମାନେ ନଜର ହଟାଇ ପାରୁ ନାହାନ୍ତି। ତାଙ୍କ ଫିଗରକୁ ନେଇ ଖୁବ୍‌ ବହୁତ ପ୍ରଶଂସା କରୁଛନ୍ତି । ହଜାର ହଜାର ଲାଇକ୍‌ କରାଯାଇଥିବା ବେଳେ ସେୟାର ମଧୟ କରାଯାଇଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମିଶା ପଟେଲ ସନି ଦେଓଲଙ୍କ ସହ ଗଦର-୨ରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି ।  

   Related Posts