ଆଂଠେଇଲେ ଆମ୍ବୁଲାନ୍ସ କର୍ମଚାରୀ
Published By : Prameya-News7 Bureau | July 13, 2018 IST
ସୋରର ୧୬ ନୁଁମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତ୍ୱର | ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ୍ରେ ଭର୍ତି କରିଥିଲେ | ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ କୁ ଡାକ ଯାଇ ଥିଲା | ତେବେ ଆମ୍ବୁଲାନ୍ସ ମନା କରିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଖରାରେ ଆଣ୍ଠେଇ ଦେଇଥିଲେ |