oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ରୋଗୀଙ୍କୁ ଖଟିଆରେ ୪ କି.ମି. ବୋହିଲେ

8/12/2020 at 4:58 PM

ମୁନିଗୁଡା ୮।୧୨: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ବ୍ଲକ ଶୁକରପଦର ଗାଁର ଲାଛା ମାଝୀ ଦିର୍ଘ ଦିନ ହେବ ଜ୍ବର ଓ ଛାତି ଯନ୍ତ୍ରଣାରେ ପୀଡିତ ହେବା ପରେ ଡାକ୍ତରଖାନା ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ୧୦୮ କର୍ମଚାରୀମାନେ ଲାଛା ମାଝିଙ୍କୁ ଖଟିଆରେ ବୋହି ଦୀର୍ଘ ୪ କି.ମି. ବୋହି ଆଣି ଆମ୍ବୁଲାନ୍ସ ଯୋଗେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି । ଯାହାକୁ ନେଇ ଏହି ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରଶଂସାର ପାତ୍ର ହୋଇଛନ୍ତି ।

   Related Posts