ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଆମ୍ୱୁଲାନ୍ସକୁ ଧକ୍କାଦେଲା ବସ୍‌; ୩ ଆହତ

30/01/2023 at 11:00 PM

ବୌଦ୍ଧ ୩୦/୦୧: ବୌଦ୍ଧ ରାଧାନଗରରେ ଆମ୍ବୁଲାନ୍ସ ସହିତ ପିଟି ହେଲା ଯାତ୍ରୀବାହୀ ବସ୍। ଆମ୍ବୁଲାନ୍ସ ଚାଳକଙ୍କ ସହ ୩ଜଣ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତିଲେ ବସରେ ଥିବା ୪୫ ଯାତ୍ରୀ। ଆମ୍ବୁଲାନ୍ସଟି ବୌଦ୍ଧ ମେଡିକାଲ ଆସୁଥିବା ବେଳେ ଏପରି ଦୁର୍ଘଟଣା ହୋଇଛି।

   Related Posts