oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ-୨୦୨୧, ବ୍ରହ୍ମପୁରର ଅମ୍ବିକା ପ୍ରସାଦ ପୁରସ୍କୃତ

29/11/2021 at 2:59 PM

ବ୍ରହ୍ମପୁର  ୨୯/୧୧ :  ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଜାତୀୟ ପୁରସ୍କାର- ୨୦୨୧ରେ ପୁରସ୍କୃତ ହୋଇଛନ୍ତି ବ୍ରହ୍ମପୁରର ଅମ୍ବିକା ପ୍ରସାଦ ଦାସ । ଗତକାଲି ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅମ୍ବିକା ପ୍ରସାଦଙ୍କୁ ସମ୍ମାନିତ କରାଯାଇଛି । ୨୦୧୯ରେ ସେ ଆରମ୍ବ କରିଥିବା ପ୍ରୋଜେକ୍ଟରେ ଅନେକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ମିଶନ ଲକ୍ଷ୍ୟ ପ୍ରୋଜେକ୍ଟ ମାଧ୍ୟମରେ ୨ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଝିଅଙ୍କୁ ସେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇଥିବା କହିଛନ୍ତି ।

   Related Posts