ନୂଆଦିଲ୍ଲୀ ୨୪।୦୨: ରସୁଣକୁ ସାଧାରଣତଃ ଆମେ ତରକାରୀ କିମ୍ବା ଆଚାରରେ ବ୍ୟବହାର କରୁ । ଏହା ଖାଦ୍ୟରେ ସ୍ବାଦ ଆଣିବାରେ ଖୁବ୍ ସହାୟକ ହୋଇଥାଏ । କିନ୍ତୁ ଜାଣନ୍ତି କି ବିଭିନ୍ନ ରୋଗକୁ ରୋକିବା ସହାୟକ ହୋଇଥାଏ ରସୁଣ ।
{"id":913132,"sizeSlug":"full","linkDestination":"none"}ବିଶେଷଜ୍ଞଙ୍କ ଅନୁଯାୟୀ, ରସୁଣକୁ ତକିଆ ତଳେ ରଖି ଶୋଇଲେ ଏହା ଖୁବ୍ ଲାଭ ଦେଇଥାଏ । ଆସନ୍ତୁ ଜାଣିବା… ରାତିରେ ରସୁଣକୁ ମୁଣ୍ଡ ତଳେ ରଖି ଶୋଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଜୀବନରେ ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ ।
{"id":913133,"sizeSlug":"full","linkDestination":"none"}ବିଶେଷଜ୍ଞ ଅନୁଯାୟୀ ଶିରା ଏବଂ ଧମନୀ ସମସ୍ୟା ଥିବା ଲୋକମାନେ ରସୁଣ ବ୍ୟବହାର କଲେ ଭଲ । ରସୁଣ ହୃଦଘାତ ଓ ଯକୃତ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏକ ଉପଯୁକ୍ତ ଔଷଧ । ରସୁଣ ରକ୍ତକୁ ଶୁଦ୍ଧ କରିଥାଏ। ଧମନୀକୁ ସଫା ରଖେ। ଏହାବ୍ଯତୀତ ଗରମ କ୍ଷୀରରେ ରସୁଣକୁ ଛେଚି ପକାଇ ମହୁ ସହ ମିଶାଇ ପିଇଲେ ରାତିରେ ନିଜ ଭଲ ହୋଇଥାଏ । ବିପି ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ରସୁଣ ।
You Can Read:
wp:embed {"url":"https://www.prameyanews7.com/health-harmful-food-combinations-with-papaya-you-should-not-eat/","type":"wp-embed","providerNameSlug":"prameya-news-7"} /wp:embed