ରସୁଣକୁ ତକିଆ ତଳେ ରଖି ଶୋଇଲେ ହୋଇଥାଏ ଖୁବ୍‌ ଲାଭ, ଜାଣନ୍ତୁ କଣ ମିଳିବ ଫାଇଦା ?

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୦୨: ରସୁଣକୁ ସାଧାରଣତଃ ଆମେ ତରକାରୀ କିମ୍ବା ଆଚାରରେ ବ୍ୟବହାର କରୁ । ଏହା ଖାଦ୍ୟରେ ସ୍ବାଦ ଆଣିବାରେ ଖୁବ୍‌ ସହାୟକ ହୋଇଥାଏ । କିନ୍ତୁ ଜାଣନ୍ତି କି ବିଭିନ୍ନ ରୋଗକୁ ରୋକିବା ସହାୟକ ହୋଇଥାଏ ରସୁଣ ।

{"id":913132,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ, ରସୁଣକୁ ତକିଆ ତଳେ ରଖି ଶୋଇଲେ ଏହା ଖୁବ୍‌ ଲାଭ ଦେଇଥାଏ । ଆସନ୍ତୁ ଜାଣିବା…  ରାତିରେ ରସୁଣକୁ ମୁଣ୍ଡ ତଳେ ରଖି ଶୋଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଜୀବନରେ ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ ।

{"id":913133,"sizeSlug":"full","linkDestination":"none"}

ବିଶେଷଜ୍ଞ ଅନୁଯାୟୀ ଶିରା ଏବଂ ଧମନୀ ସମସ୍ୟା ଥିବା ଲୋକମାନେ ରସୁଣ ବ୍ୟବହାର କଲେ ଭଲ । ରସୁଣ ହୃଦଘାତ ଓ ଯକୃତ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏକ ଉପଯୁକ୍ତ ଔଷଧ । ରସୁଣ ରକ୍ତକୁ ଶୁଦ୍ଧ କରିଥାଏ। ଧମନୀକୁ ସଫା ରଖେ। ଏହାବ୍ଯତୀତ ଗରମ କ୍ଷୀରରେ ରସୁଣକୁ ଛେଚି ପକାଇ ମହୁ ସହ ମିଶାଇ ପିଇଲେ ରାତିରେ ନିଜ ଭଲ ହୋଇଥାଏ ।  ବିପି ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ରସୁଣ ।

You Can Read:

wp:embed {"url":"https://www.prameyanews7.com/health-harmful-food-combinations-with-papaya-you-should-not-eat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/health-harmful-food-combinations-with-papaya-you-should-not-eat/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.