ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବାଲିପାଟଣା ବ୍ଲକ ଖେଳ ପଡିଆରେ ଅନୁଷ୍ଠିତ
22/01/2019 at 3:06 PM

ଖୋର୍ଦ୍ଧା ୨୨/୧: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବାଲିପାଟଣା ବ୍ଲକ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ ପଂଚାୟତ ସ୍ତରୀୟ ଜନପ୍ରତିନିଧିଙ୍କ ସହ ସିଧାସଳଖ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକର ମୋଟ ୧୬ ଟି ଗ୍ରାମ ପଂଚାୟତର ୧୫୬ ଗୋଟି ପ୍ରକଳ୍ପ ପାଇଁ ମୋଟ ୪କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶଶୀଭୂଷଣ ବେହେରା, ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧ। ଜିଲ୍ଲାପାଳ, ବିଭୂତି ବଳବନ୍ଦରାୟ, ବାଲିପାଟଣା ବି.ଡି.ଓ. ତହସିଲଦାର ଏବଂ ଜନପ୍ରତିନିଧି ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକୁ ନିର୍ଦ୍ଧ।ରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023