Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବାଲିପାଟଣା ବ୍ଲକ ଖେଳ ପଡିଆରେ ଅନୁଷ୍ଠିତ

22/01/2019 at 3:06 PM

ଖୋର୍ଦ୍ଧା ୨୨/୧: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବାଲିପାଟଣା ବ୍ଲକ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ ପଂଚାୟତ ସ୍ତରୀୟ ଜନପ୍ରତିନିଧିଙ୍କ ସହ ସିଧାସଳଖ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । 

କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକର ମୋଟ ୧୬ ଟି ଗ୍ରାମ ପଂଚାୟତର ୧୫୬ ଗୋଟି ପ୍ରକଳ୍ପ ପାଇଁ ମୋଟ ୪କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶଶୀଭୂଷଣ ବେହେରା, ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧ। ଜିଲ୍ଲାପାଳ, ବିଭୂତି ବଳବନ୍ଦରାୟ, ବାଲିପାଟଣା ବି.ଡି.ଓ. ତହସିଲଦାର ଏବଂ ଜନପ୍ରତିନିଧି ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକୁ ନିର୍ଦ୍ଧ।ରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts