ସଫଳ ହୋଇଛି ‘‘ଆମ ଗାଁ ଆମ ବିକାଶ’’ କାର୍ଯ୍ୟକ୍ରମ
22/01/2019 at 2:34 PM

ଭୁବନେଶ୍ବର ୨୨/୧: ସଫଳ ହୋଇଛି ‘‘ଆମ ଗାଁ ଆମ ବିକାଶ’’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩୧୪ଟି ବ୍ଲକ୍ ଉପକୃତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ୧୫ ଶହ କୋଟି ଟଙ୍କା ଦିଆଯାଇଛି। ଟେକନୋଲୋଜି, ଟିମ୍ ୱାର୍କ, ଟ୍ରାନ୍ସପାରେନ୍ସିର ଏହା ଭଲ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବ୍ଲକମାନଙ୍କୁ ଅର୍ଥ ବରାଦ କରାଯାଉଥିଲା।
ଏହି କାର୍ଯ୍ୟକ୍ରମ ଜରିଆରେ ସରକାର ସିଧାସଳଖ ପଞ୍ଚାୟତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସହ କଥା ହେଉଥିଲେ।
Related Posts
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023