ଦୁର୍ଘଟଣାର ସମ୍ମୁଖୀନ ହେଲା ପୁଷ୍ପା-୨ ଟିମ୍ର ବସ୍, କିଛି ଲୋକ ଗୁରୁତର ଆହତ
ମୁମ୍ଵାଇ ୦୧।୦୬: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ। ତାଙ୍କ ଫିଲ୍ମ ପୁଷ୍ପା ୨ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ହେଲେ ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସୁଛି । ପୁଷ୍ପା ଟିମ୍ର ବସ୍ ସହ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ପୁଷ୍ପା ୨ର କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ବସ୍ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ଅନ୍ୟ ଏକ ବସ୍ ସହିତ … Continue reading ଦୁର୍ଘଟଣାର ସମ୍ମୁଖୀନ ହେଲା ପୁଷ୍ପା-୨ ଟିମ୍ର ବସ୍, କିଛି ଲୋକ ଗୁରୁତର ଆହତ
Copy and paste this URL into your WordPress site to embed
Copy and paste this code into your site to embed