oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଗାନ୍ଧୀ ପରିବାରକୁ ଝଟ୍‌କା ! ନେହେରୁ-ଗାନ୍ଧୀ ପରିବାର ସହିତ ଜଡିତ ଥିବା ସମସ୍ତ ସମ୍ପତ୍ତିର ହେବ ଯାଞ୍ଚ

28/07/2020 at 1:09 PM

ଚଣ୍ଡିଗଡ ୨୮।୦୭: ଗାନ୍ଧୀ-ନେହେରୁ ପରିବାର ପାଇଁ ପୁଣି ଥରେ ଅଡୁଆ ବଢିବାକୁ ଯାଉଛି । ହରିଆଣାରେ ଗାନ୍ଧି-ନେହେରୁ ପରିବାର ସହ ଜଡିତ ଥିବା ସମସ୍ତ ସମ୍ପତ୍ତିର ତଦନ୍ତ କରିବାକୁ ହରିଆଣାରେ କ୍ଷମତାସୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିନ କେଶନୀ ଆନନ୍ଦ ଆରୋରା ସହରାଞ୍ଚଳରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜୀବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟକୁ ବିଦେଶରୁ ଆସୁଥିବା ପାଣ୍ଠି ଏବଂ ସମ୍ପତ୍ତିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଗାନ୍ଧି ପରିବାର ସହ ଜଡିତ ଅନ୍ୟ ୨ ସଂଗଠନ ରାଜୀବ ଗାନ୍ଧି ଫାଉଣ୍ଡେସନ ଏବଂ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟରେ ଥିବା ସମ୍ପତ୍ତିର ମଧ୍ୟ ତଦନ୍ତେ ହେବ । ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଦେଶବ୍ୟାପୀ ଏହି ସଂଗଠନଗୁଡିକର ତଦନ୍ତ କରିବାକୁ ଏକ ପ୍ୟାନେଲ ଗଠନ କରିଥିଲା । ହରିଆଣାରେ ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭୂପେନ୍ଦର ସିଂହ ହୁଡ୍ଡା କ୍ଷମତାରେ ଥିବା ସମୟରେ ରାଜ୍ୟରେ କେତେ ସମ୍ପତ୍ତି ଦଖଲ କରିଥିଲେ ଏହା ଜାଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

   Related Posts