ମାଆ ହେବା ପରେ ବଦଳି ଯାଇଛି ଆଲିଆ ଲାଇଫ୍‌, କହିଲେ-ମୋ ବ୍ୟାଗ ଏବେ ରାହାର…

ମୁମ୍ଵାଇ ୨୯।୦୭: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାଲ କରୁଛି। ଆଲିଆ ଭଟ୍ଟ ତାଙ୍କ ଚଳଚ୍ଚିତ୍ରର ଖୁବ୍‌ ପ୍ରମୋସନରେ କରିଥିଲେ। ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଆଲିଆ ତାଙ୍କ ହ୍ୟାଣ୍ଡବ୍ୟାଗରେ କଣ ରଖିଛନ୍ତି ତାହା ପ୍ରକାଶ କରିଥିଲେ। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା … Continue reading ମାଆ ହେବା ପରେ ବଦଳି ଯାଇଛି ଆଲିଆ ଲାଇଫ୍‌, କହିଲେ-ମୋ ବ୍ୟାଗ ଏବେ ରାହାର…